A State

In the privy council – Game of dice,
One brother win - rend a piece of cloth
Panchali’s
Last piece take, another
Said, it’s my flag of freedom.

Now in the Kaurava’s leave
Standing naked – Draupadi,
A living dead-body.

The herd of vultures and jackals; 
in the country – Graveyard;
Biting lump of flesh - tear into pieces,
Which stays the remaining … 
the matter of regret
Her seventy years – A Skeleton only.

Name and Love

Name and Love
Can own everyone!
Love can gain – everything
In the world!

Love can gain, I and
Love can gain, you
And everyone –
Will be loved!

Love and Name
Can conquer, I
And can own I,
Therefore, Love and Name
Can Conquer
The whole Universe!

Where, Love is present
Knowledge reveals,
Itself - unto so.

Love everyone
May be body or thing,
Friend or enemy,
Winners or sinners,
As, God loves all
Love is God!
But, love without service
Is never absolute!

Winning the Dreams

Be in thoughts,
One can get –
Not – what he desire
But – what he attain

Reach the attitude,
You may attain.

Doing these -
Bhajan, kirtan,
Meditation…
All things
You get nothing -
Without perform properly.

The success reach
At your feet
Not by your dreams
Or, healthy thoughts

The Dream walks off
New appears
To reach the old –
To the Dreamland....

Why Guru?

The Destruction of Inner-core, due to
Which you’re irresponsible;
Don’t blame – to His act of game.

The Profit-Loss
Win-beat
Ups & falls
Are yours; never – Blasphemy

Realize
What’s your fault?
Surrender near the
Last Prophet, Omni Potent or Omni Present
Consider, get the
Guru Centralization,
Get the Self-Concentration.

Be rich-in-mind
And deep                           
And have riches
The Complex obsessed,
Will control
Accordingly... 

ଏକ ଶିଶୁ ଭିକ୍ଷୁକ ପ୍ରତି

ପିଲାଦିନର ଖେଳଘର ଭାଂଗି ବୟସ ପାଦେଇଯାଏ ବାଲିବନ୍ଧ ଡେଇଁ
ଦୁ:ଖ କିଏ ଶୁଣେ ଏମାନଂକ କଳିକା କୁସୁମ ଏମାନେ |

ମୁଠାଏ ଭିକ୍ଷାରେ ଏମାନେ ହୁଅନ୍ତି ବା ତୋଷ
ଦିନ ଗଣି ଗଣି କୋମଳ ଅଧରେ ହାଇନିଭେ ତାଂକ କାତରତା ପ୍ରାଣେ
ଆଉଜି ଯାଆନ୍ତି ଏମାନେ ଭିତଗ୍ରସ୍ତ ବିହଂଗଟେ ପରି
ଖୋଜିବୁଲିବାକୁ ଆହା ଭିକ୍ଷାର ପସରା |

ବାପା କାନ୍ଦେ ଭିକ୍ଷା ନେଇ ଆହା କି ବିଷାଦେ
ଅବସନ୍ନ ମନତାର ପାଦେ ପାଦେ ଧକ୍କା ଖାଏ ରୋଗୀଣା ବୟସେ
ପାପ ତାପ ମଧ୍ୟେ ନିର୍ବାଣ ପରିକା କ୍ଷୀଣ ଅନ୍ଧକାରେ

ବଞ୍ଚିବାକୁ ଏ ସମୟେ ଶୀତଳ ସମୀର ପିଇ ସମୟ ଓଠରୁ |

ଚିଠି


ଏତେ ଦିନର ଅପେକ୍ଷା ପରେ ଆଜି ତାର ଚିଠିଟି ପାଇ ମୁଁ ବହୁତ ଖୁସି । ସତରେ ମୁଁ ବିଶ୍ଵାସ ବି କରିପାରୁନି ସେ ମୋତେ ଚିଠିଟିଏ ଦେଇଛି! ଆଜିକୁ ପ୍ରାୟ ପନ୍ଦର ଦିନ ହେଲା ମୁଁ ତାକୁ ଆମ ଛାତ ଉପରେ ଦେଖୁଛି; ସକାଳୁ, ସଞ୍ଜ, ଆଉ ବେଳେବେଳେ ରାତିରେ ବି ସେ ତା ଛାତ ଉପରେ ପ୍ରାୟ ଏକୁଟିଆ ଏପଟ ସେପଟ ହେଉଥାଏ, ହାତରେ ମୋବାଇଲଟିଏ ଧରି। କେତେବେଳେ କାହାସହ କଥା ହୁଏ ତ କେତେବେଳେ ଗୁମସୁମ, ବସୁଥାଏ, ଉଠୁଥାଏ, ମୋତେ ଚାହୁଁଥାଏ, ମୁଁ ବି ତାକୁ ଦେଖେ କିନ୍ତୁ ମୁଁ ବୁଝି ପାରେନି ତାର କିଛି ବି ଭାଷା ବା ଇଙ୍ଗିତ, ସ୍ମିତହାସ୍ୟ ଆଦି... ।

ଆମିଷପ୍ରିୟ ବ୍ରତ

କଥାଟା ଭାରି ସାଧାରଣ । ଆଜିକାଲିକା ଝିଅମାନଙ୍କର ମନରେ ଯେତିକି ପୂଜାପାଠ, ଭକ୍ତିଭାବ ଥାଏ, ସେତିକି ସେମାନେ ଖାଦ୍ୟ ପ୍ରତି ବି ଆକୃଷ୍ଠ ଥାନ୍ତି ଏମିତି ହିଁ ଏକ ଛୋଟ ଘଟଣା ଆଜି ସକାଳୁ ସକାଳୁ ମୋ ନଜରକୁ ଆସିଲା କିନ୍ତୁ ଏଇଟା ଖୁବ ଅସାଧାରଣ ଓ କଉତୁକିଆ ସକାଳୁ ମର୍ନିଂ ୱାକ୍ ରୁ ଫେରିଲାବେଳେ ଆମ ପଡ଼ିଶାଘର ପାଖରେ ପହଞ୍ଚିଥାଏ ଜଣେ ମାଛବିକାଳୀ କିଛି ସମୟପରେ ଜଣେ ବୟସ୍କ ସ୍ତ୍ରୀ ଜଣକ ବାହାରକୁ ଆସି ତାକୁ କହିଲେ, ଶୁଣୁ ଆଉ ୫ଦିନ ଯାଉ, ତା ପରେ ଆସିବୁ ...

ଜାତି ନିରୂପଣ

ଯେତିକି ମୁଁ ଖୁସି ଥିଲି ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତା’ଠାରୁ ଅଧିକ ଦୁ:ଖୀ ଓ ଚିନ୍ତିତ ଅଛି ମୋର ସ୍କୁଲରେ ନାମାଙ୍କନକୁ ନେଇ | ଆଜିକୁ ପନ୍ଦର ଦିନ ତଳେ ସେଇ ସ୍କୁଲ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିଥିଲା; ତା’ପରେ ନାମାଙ୍କନର ନିୟମାନୁସାରେ ମୋ ବାପା ଖୁବ୍ ଦୌଡା-ଦୌଡି କରି ଆବାସିକ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଆଣିଲେ | କିନ୍ତୁ କଥାଟା ଏବେ ଅଟକିଛି ମୋର ଜାତି ପ୍ରମାଣପତ୍ର ପାଇଁ | ଆର୍.ଆଇ. ଓ ତହସିଲଦାର୍ ସମସ୍ତେ କହୁଛନ୍ତି ମୋତେ ଜାତି ପ୍ରମାଣପତ୍ର ମିଳିବନି | କାହିଁକି ନା’ ମୁଁ ଏ ଗାଁର ଝିଅ ନୁହେଁ ବୋଲି | ମୁଁ ଜାଣେ ଏ ସବୁ ତାଙ୍କର ଚାଲ୍ |

ପଶ୍ଚାତାପ


ଧର୍ମ ଏଠି ନିମିତ୍ତମାତ୍ର । କାରଣ ମୁଁ ଜାଣେ କେତେ ଦୁଷ୍କର୍ମ ଥିଲା ଏହି ମହାଯୁଦ୍ଧ । ଏହି ନୀଚ କର୍ମକୁ ଧର୍ମ କହିବା, ଧର୍ମର ସଜ୍ଞା ଦେବା, ଧର୍ମ ପାଇଁ ଏକ ମହାନ ଅପମାନ । ଦୁହିଙ୍କ ପକ୍ଷର ବୀରମାନେ ଏହି ଯୁଦ୍ଧରେ ଧର୍ମର କାର୍ଯ୍ୟ କରିପାରିଲେନି । ଦୁଇ ଦଳଙ୍କ ସମ୍ମୁଖରେ ସାଧ୍ୟ ପ୍ରମୁଖ ଓ ସାଧନା ନାମମାତ୍ର ଥିଲା । ପ୍ରିୟ ଅଭିମନ୍ୟୁର ହତ୍ୟା ପାପ, ଅନ୍ୟାୟରେ ହେଲେ ମଧ୍ୟ ଭୀଷ୍ମ, ଦ୍ରୋଣ, ଭୂରିଶ୍ରବା ଆଉ ଦୁର୍ଯୋଧନର ହତ୍ୟା କଣ ଅଧର୍ମରେ ହୋଇନି? ଯେଉଁ ଯୁଦ୍ଧରେ ଭୀଷ୍ମ, ଦ୍ରୋଣ, ଓ ଶ୍ରୀକୃଷ୍ଣ ଥାଇ ବି ଧର୍ମର ପାଳନ ହୋଇନାହିଁ, ଏଥିରୁ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଯେ, ଯୁଦ୍ଧ କେବେହେଲେ ଧର୍ମର ରାସ୍ତାରେ ଯାଇ ଲଢାଯାଇପାରିବନି । ହିଂସାର ଆରମ୍ଭଟି ଅଧର୍ମ, ମଧ୍ୟ ବି ଅଧର୍ମ ଓ ଶେଷ ବି ଅଧର୍ମ ଅଟେ। ଯୁଦ୍ଧରେ କେବଳ ସେହି ବ୍ୟକ୍ତି ହିଁ ସମ୍ମିଳିତ ହୋଇପାରିବେ ଯାହାର ଆଖିରେ ଲୋଭର କଳାକନା ବନ୍ଧାହୋଇଥିବ । ଶ୍ରୀକୃଷ୍ଣ ଏବଂ ବ୍ୟାସଦେବ ବାରମ୍ବାର କହୁଥାନ୍ତି ଯୁଦ୍ଧକୁ ଆମେ ନିମନ୍ତ୍ରିତ କଋନାହୁଁ । ତାହା ଆମ ଉପରେ ବାଧ୍ୟତାମୂଳକ ଲଦି ଦିଆଯାଇଛି । ଦୁର୍ଯୋଧନର ଅତ୍ୟାଚାରର କିଛିତ ପରିଣାମ ହେବାକୁ ଥିଲା !

ପାର୍ଥକ୍ୟ

ସେତେବେଳେ ଇଣ୍ଟରନେଟର ନୂଆ ନୂଆ ଆରମ୍ଭ। ମୁଁ ମୋ ସ୍କୁଲ୍ ସମୟରୁ ହିଁ ବାବାଙ୍କ କମ୍ପ୍ୟୁଟରରୁ ବହୁତ କିଛି ଶିଖିଥିଲି । ଏବେ ଇଣ୍ଟର୍ନେଟ ସହିତ ମୋବାଇଲର ବି ବ୍ୟବହାର ଆରମ୍ଭ ହୋଇଛି । ସେହି ସମୟରେ ଏକ ଅଜଣା,  କୌତୁକିଆ ସ୍ଵପ୍ନ ମୋ ମନରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଦେଇ ଚାଲିଗଲା,  ଯାହା କି ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲି  ଓ ମୋ ପ୍ରଥମ ପ୍ରେମର ଏକ କୌତୁହଳପୂର୍ଣ୍ଣ ବିଚ୍ଛେଦ ହୋଇଥିଲା। କଥାଟା ଏପରି, ମୋ ପ୍ରିୟ ସାଙ୍ଗ ରଶ୍ମୀର ମାଉସୀପୁଅ ଭାଇ, ଯିଏକି ମୋତେ ଫେସବୁକରେ ଫ୍ରେଣ୍ଡ ରିକ୍ଵେଷ୍ଟ୍ ପଠେଇଥିଲେ । ମୁଁ ମୋ ପ୍ରୋଫାଇଲ୍ ଫୋଟରେ ଏକ ସୁନ୍ଦର ଫୁଲ ଚିତ୍ରଟିଏ ରଖିଥାଏ । ଫେସବୁକରେ ରଶ୍ମୀର ଫେମିଲି ଲିଷ୍ଟରୁ ଦେଖି ମୁଁ ତାଙ୍କୁ ଏକ୍ସେପ୍ଟ କରିଥିଲି । ସେ ବି ମୋତେ ରଶ୍ମୀର ଭଲ ସାଙ୍ଗ ବୋଲି ଜାଣି ପାରିଲେ  ଓ ଧିରେ ଧିରେ ଫେସବୁକ ଚାଟିଙ୍ଗରୁ ଫୋନରେ କଥାବାର୍ତ୍ତା ଚାଲିଲା । ଏମିତିକି ସେ ପାଗଳଙ୍କ ପରି ରାତିରାତି ଗପିବାରେ ଲାଗିଲେ । ମୁଁ ବି ତାଙ୍କର କଥାରେ ନିଶାସକ୍ତ ହୋଇଯାଇଥାଏ । ପ୍ରତିଟି ମୂହୁର୍ତ୍ତରେ ତାଙ୍କରି କଥା ହିଁ ଭାବୁଥାଏ । ମୋବାଇଲଟା ଯେପରି ମୋ ଶରୀରର ଏକ ଅଙ୍ଗ ସଦୃଶ  - ଶୋଇବା, ଖାଇବା, ଉଠିବା-ବସିବା, ଗାଧୋଇବା... ସବୁବେଳେ ମୋ ସହ ଅଠାପରି ଲାଗିରହିଥାଏ ।

ବିବାଦୀୟ ନାୟକ


ମୁଁ ଜାଣେଏହି ଶୁନ୍ୟସଂପଦ ଜୀବନରେ
ଆତ୍ମାଟି ଶୋଇଯାଏ ଦିନେ ନିଜ ହଂସୁଳୀତୁଳିରେ;
ଜୀବନଟା ପ୍ରକୃତଐକାନ୍ତିକ ଆନ୍ତରିକ;
ମଣିଷର ସମାଧି ତା’ର ଲକ୍ଷ୍ୟସ୍ଥଳ ନୁହେଁ;
ମଣିଷ ହରାଇ ଥାଏ ନିଜ ମାନବତ୍ୱକୁ -
କ୍ରୋଧଦୁ:ଖ ଓ ଲୋଭରେ |

ପ୍ରତିଶୋଧ


ଜୀବନ ସାଗରରେ ଭାସୁଥିବା ମୋ ନୈସର୍ଗିକ ପ୍ରେମସବୁ
ବିଶ୍ୱାସ ଘାତକତାର ଜୁଆର ଭଟ୍ଟାରେ ଧକ୍କା ଖାଇ,
ଘୃଣାର ଭଉଁରୀରେ ଡୁବିଲା ବେଳେ
ପ୍ରତିଶୋଧର ତକ୍ଷକୀୟ ଜ୍ୱାଳା
ହାତଧରି ଟାଣି ଆଣିଥିଲା ଉପରକୁ |