ନମସ୍କାର ବନ୍ଧୁ!
ସର୍ବପ୍ରଥମେ ଆପଣଂକୁ ଧନ୍ୟବାଦ ଜ୍ଞାପନ କରୁଛି ମୋର ଏହି ବ୍ଲଗ୍ କୁ ଦେଖୁଥିବା ଯୋଗୁଁ |
ମୁଁ ନରେଶ କୁମାର ବେହେରା | ଜନ୍ମ ସ୍ଥାନ ଛତ୍ରପୁର, ଗଂଜାମ |
ପିଲାବେଳୁ ଇଂରାଜୀ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ ବି ମୋର ମାତୃଭାଷା ଓଡ଼ିଆ ପ୍ରତି ଖୁବ୍ ଦୁର୍ବଳତା | ପିଲାବେଳୁ ମୁଁ କିଛି ନା କିଛି ଲେଖିବା ପାଇଁ ଚେଷ୍ଟା କରି ଆସୁଅଛି | ଯାହା ଏବେ ବି ସମ୍ଭବପର ହେଇଛି କି ନା ମୁଁ ନିଜେ ଜାଣେନା |
ମୋର କିଛି ନିଜସ୍ବକୃତି ଏହି ବ୍ଲଗ୍ ମାଧ୍ୟମରେ ଉପସ୍ଥାପନା କରୁଅଛି | ସମୟ ପାଇ ପଢିବେ, ଉପଯୁକ୍ତ ହେଲେ ମନ୍ତବ୍ୟ ନିଶ୍ଚୟ ଦେବେ ବୋଲି ଆଶା | ଧନ୍ୟବାଦ |